#ଶୁଖିଲାଆମ୍ବ_ଗାଁର_ଶଯ୍ୟାସାୟୀ_ଶୁବାସିନୀ
#ଚିକିତ୍ସାରେ_ଅର୍ଥ_ସାଜିଛି_ବାଧକ
ରୋଗ ଶଯ୍ୟାରେ ଶୁବାସିନୀ। ପାଖରେ ଅଛି ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ସ୍ଣାର୍ଟ କାର୍ଡ଼ । ହେଲେ ବଡ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେବା ପାଇଁ ପାଖରେ ନାହିଁ ଅର୍ଥ ।
#Odisha #ArgusNews #help #Gajapati #mohana #medical #medicalhelp